Post by jitendra Khila

Social Worker at Social cervice

📮 ପଡିଆରୁ ବଢିଆ ଅଭିଯାନ | ଚାଷୀଙ୍କ ସ୍ୱର, ଅଧିକାରର ଦାବି 🌱 ପଡିଆରୁ ବଢିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଡାଲି ଜାତୀୟ ବିହନ ଚାଷୀମାନଙ୍କୁ ଉଚିତ ସମୟରେ ମାଗଣାରେ ଯୋଗାଇ ଦେବା ଦାବିରେ ଏକ ପୋଷ୍ଟକାର୍ଡ ଅଭିଯାନ ଆୟୋଜିତ ହୋଇଥିଲା। ଶ୍ରମଜୀବୀ ସଂଗଠନର ମାଥିଲି ଏବଂ ଖଇରପୁଟ ବ୍ଲକର କର୍ମୀମାନଙ୍କ ସହଯୋଗରେ ଚାଷୀମାନେ ୩୦୦ଟି ପୋଷ୍ଟକାର୍ଡ ପଠାଇ ନିଜ ଦାବି ସରକାରଙ୍କ ନିକଟରେ ପହଞ୍ଚାଇଛନ୍ତି। ଏହି ପୋଷ୍ଟକାର୍ଡଗୁଡ଼ିକ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଏବଂ ଦେଶର ରାଷ୍ଟ୍ରପତି, (ପ୍ରଧାନମନ୍ତ୍ରୀ) ଓ କେନ୍ଦ୍ରୀୟ କୃଷିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଛି। ଚାଷୀଙ୍କ ଅଧିକାର – ସମୟୋପଯୋଗୀ ବିହନ – ସମୃଦ୍ଧ କୃଷି। #ପଡିଆରୁବଢିଆ #ShramajibiSangathan #FarmersVoice #PulseSeeds #Agriculture #Malkangiri #Mathili #Khairput #PostcardCampaign #FarmersRights

Post content

Video Content